Latest

He Chakanayana | Superhit Odia Bhajan | By Shantilata Barik Chhotray

Politics

କେମିତି ରାଜନୀତିକୁ ଆସିଲେ ପ୍ରଦୀପ ପୁରୋହିତ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=AEcJDO3P3RM ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ...

ରାଜ୍ୟ ରାଜନୀତିର ଟାଣୁଆ ନେତା ଜୟଦେବ ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=iKk7_-Vmkmw ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା ହେଉଛନ୍ତି ଜୟଦେବ ଜେନା। ପ୍ରାୟ ୫୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଚାରି ଥର ବିଧାୟକ ଏବଂ ଦୁଇ ଥର ପ୍ରଦେଶ...

ପ୍ରସନ୍ନ ଆଚାର୍ଯ୍ୟ କହିଲେ – ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ueSlWzADADg ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ...

ଓଡ଼ିଶା ବିଧାନସଭାରେ ଐତିହାସିକ ଦୃଶ୍ୟ: କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଐତିହାସିକ ଦୃଶ୍ୟ। ପ୍ରଥମଥର ପାଇଁ ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। “ମା’ ଟି ମୋର କେଡ଼େ ନିଜର, ତା’ ସରି କିଛି...

Entertainment

Health

କୋରାପୁଟ ଡମ୍ବତୁରୁଞ୍ଜି ଗାଁରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୨୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଡମ୍ବତୁରୁଞ୍ଜି ଗାଁରେ ପରିସ୍ଥିତି ଉଗ୍ରରୂପ ନେବାରେ ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ଝାଡ଼ାବାନ୍ତିରେ...

Technology

ଗୁଗଲ୍‌ ମ୍ୟାପରେ କାହିଁକି ବଦଳେ ରାସ୍ତାର ରଙ୍ଗ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/QFnF9qFwWmI ଆଜିର ସମୟରେ କୌଣସି ଠିକଣାରେ ପହଞ୍ଚିବା ପାଇଁ ଆମେ ଗୁଗଲ୍‌ ମ୍ୟାପର ବ୍ୟବହାର କରୁଛୁ। ଏଥିରୁ ଠିକଣାରେ ଶୀଘ୍ର ପହଞ୍ଚିବା ପାଇଁ ବାଟ ଜାଣିପାରୁଛୁ। ତେବେ ଟ୍ରାଫିକକୁ ଦେଖି ଗୁଗଲ୍‌ ମ୍ୟାପରେ...
War_OdishaLIVE Advertise_OdishaLIVE Ketekatha_OdishaLIVE Swasthya Plus_OdishaLIVE

Business

ଆଇଟିରୁ ବିଉଟି ଇଣ୍ଡଷ୍ଟ୍ରି: ସୁକୀର୍ତ୍ତି ପଟ୍ଟନାୟକଙ୍କ ସଫଳତାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=0AOLwy8Btvk&t=15s ଓଡ଼ିଶାର ଜଣେ ସଫଳ ମହିଳା ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ। ଚାକିରି ଛାଡ଼ି ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ଆଇଟି ସେକ୍ଟର ଛାଡ଼ି ଓଡ଼ିଶାରେ ବିଉଟି ଇଣ୍ଡଷ୍ଟ୍ରିକୁ ନୂଆ ଦିଗ ଦେଇଛନ୍ତି ସୁକୀର୍ତ୍ତି। ଓଡ଼ିଶାଲାଇଭ୍‌ର...

ଭୁବନେଶ୍ୱରରେ ଅକ୍ଟୋବର ୧୧ ଓ ୧୨ରେ ଅନୁଷ୍ଠିତ ହେବ ‘ଫିନଭିଜନ ଓଡ଼ିଶା-୨୦୨୫’ ଜାତୀୟ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘ମାରୁତି ମିଡିଆ’ ପକ୍ଷରୁ ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’...

ଭୁବନେଶ୍ୱର: ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’। ଚଳିତ ବର୍ଷ ସମ୍ମିଳନୀର ସପ୍ତମ ସଂସ୍କରଣର ଥିମ ରହିଥିଲା ‘ଲିଡିଂ ଆଟ ଦ ଏଜ: ଫ୍ରମ ଅନସର୍ଟନିଟି...